
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଏଓପି ସେଗୁଡିକ ହେଲା :-
୧. ଶ୍ରୀମନ୍ଦିର ଭିତରକୁ ବାହାରୁ ଭୋଗ, ଫୁଲ, ଦୀପ ନେବା
ସଂପୂର୍ଣ୍ଣ ବାରଣ କରାଯାଇଛି ।
୨. ଶ୍ରୀମନ୍ଦିର ଭିତରେ ଦୀପ ଜାଳି ପାରିବେ ନାହିଁ ମନା ।
୩. ମନ୍ଦିର ପରିସରରେ କିମ୍ବା ଆନନ୍ଦ ବଜାର ଭିତରେ
ମହାପ୍ରସାଦ ସେବନ ମନା ।
୪. ଶ୍ରୀମନ୍ଦିର ଭିତରେ ଥିବା କୌଣସି ପ୍ରତିମାକୁ ଛୁଇଁ ପାରିବେନି
ଶ୍ରଦ୍ଧାଳୁ |
୫. ଦର୍ଶନ ପାଇଁ ଆସୁଥିବା ପୁରୀ ସହରବାସୀ ଟୋକନ ଆଣି
ଆସିବେ ।
6. ଟୋକନ ସହ ଆଧାର କାର୍ଡ ବା ଭୋଟର କାର୍ଡ ଆଣି ଆସିବା
ଜରୁରୀ ।
7. ମନ୍ଦିର ଭିତରେ ଏବଂ ବାହାରେ ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା
ଜରୁରୀ ।
8. ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜ
କରିବେ |
୨. ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମନା |