
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ. ପୁରୀ ଅଙ୍ଗନବାଡି କର୍ମଚାରୀ ସନ୍ଧ୍ୟା ରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ। ବାସେଳିସାହି ଥାନା ଅନ୍ତର୍ଗତ ହାତିଶାଳ ଠାରେ ଥିବା ଘରେ ଚାଲିଛି ଖାନତଲାସି । ବିଭିନ୍ନ ବ୍ଯାଙ୍କରେ ଆକାଉଣ୍ଟ୍ ଖୋଲି ବ୍ୟବସାୟୀକ ସଂସ୍ଥାଗୁଡ଼ିକ ସହ ଚାଲିଥିଲା ବେପାର ,ଭିଜିଲାନ୍ସ ହାତରେ ଲାଗିଛି ପ୍ରମାଣ।