
କୈଳାଶ ଚନ୍ଦ୍ର ପଣ୍ଡା,
ପୁରୀ, ମଙ୍ଗଳବାର ଦିନ ୯.୩୦ ସମୟରେ ବ୍ରହ୍ମଗିରି ବ୍ଲକର ବ୍ରହ୍ମଗିରି ପଞ୍ଚାୟତର ସାନବନ୍ଧକେରା ଗ୍ରାମର ସ୍ବର୍ଗତ ରବିନ୍ଦ୍ର ନାୟକ ଯଦୁପୁର ସ୍ଥିତ ବଗିଚାରେ ବିଦ୍ୟୁତ ସକ୍ ଲାଗି ତାଙ୍କର ଅକାଳ ବିୟୋଗ ଘଟିଥିଲା ଓ ସେହି ଗ୍ରାମର ସ୍ବର୍ଗତ ବଟକୃଷ୍ଣ ନାୟକଙ୍କ ମାଙ୍କର ବିୟୋଗ ଖବର ଶୁଣି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ତାଙ୍କ ଘରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଆଶ୍ଵସନା ଦେବା ସହିତ ସମବେଦନା ଜଣାଇଛନ୍ତି ।