
କୈଳାଶ ଚନ୍ଦ୍ର ପଣ୍ଡା,
ପୁରୀ,ଆଜି ଦିନ ୧୦ଟା ସମୟରେ କହଳପଦା ପଞ୍ଚାୟତର ସାନବେଣାକୁଦି ଗାଁର ଅଗ୍ନି ବିପନ୍ନ ପରିବାର କାଶିନାଥ ସାହୁ, ଦାଶରଥି ସାହୁଙ୍କୁ ଭେଟି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଆଶ୍ଵସନା ଦେବା ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।