ଓଡିଶା ଉତ୍କଳ ବିଶ୍ୱବିଦ୍ୟାଳୟର ବରିଷ୍ଠ ଆକାଉଂଟ୍ସ୍ ଅଫିସରଙ୍କ ଘରେ ଭିଜିଲାନ୍ସ୍ ଚଢ଼ାଉ desk December 19, 2020 ଆୟବର୍ହିଭୂତ ସମ୍ପତିି ଠୁଳ ଅଭିଯୋଗ ଭୁବନେଶ୍ୱର– ଆୟବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଶନିବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଆକାଉଂଚସ୍ ଅଫିସରଙ୍କ ଘର ଓ ବିଭିନ୍ନ ଠିକଣା ଉପରେ ଭିଜିଲାନ୍ସ୍ ତରଫରୁ ଚଢ଼ାଉ ଆରମ୍ଭ ହୋଇଛି । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଣୀବିହାରର ‘ଡିଡିସିଇ’ରେ ବରିଷ୍ଠ ସହକାରୀଭାବେ କାର୍ଯ୍ୟରତ ଆକାଉଂଟସ୍ ଅଫିସର ଅଶୋକ କୁମାର ମିଶ୍ରଙ୍କ ଅଫିସ୍ ଓ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । Tags: Vigilance Continue Reading Previous: କଟକରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିଥିବାରୁ ୧୪୧ ଜଣଙ୍କ ଠାରୁ ଜୋରିମାନା Next: ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀରେ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟର ବରିଷ୍ଠ ଅଧିକାରୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 03 November 2025 Important news 1 min read ଓଡିଶା Indo Kaling Times 03 November 2025 Important news November 3, 2025 ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫ 1 min read ଓଡିଶା ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫ November 3, 2025 ରାଜଭବନରେ ବିଶ୍ଵ ହିନ୍ଦୀ ପରିଷଦ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ସମାରୋହ ଓଡିଶା ରାଜଭବନରେ ବିଶ୍ଵ ହିନ୍ଦୀ ପରିଷଦ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ସମାରୋହ November 3, 2025