ପୁରୀ ,ପରିକୁ ନ୍ୟାୟ ଦେବା ଲାଗି, ମନ୍ତ୍ରୀ ଅରୁଣ ସାହୁ ଙ୍କ ଇସ୍ତଫା ଦାବି ରେ ବିଜେପି ପୁରୀ ତରଫରୁ ଏକ ବିଶାଳ ପଦଯାତ୍ରା ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ଟାଉନ ହଲ ଛକ ରୁ ବାହାରି, ମୋଚି ସାହି ଓ ହେରା ଗୌରୀ ସାହି ଦେଇ ପାର୍ଟି ଅଫିସ ରେ ପହଞ୍ଚିଥିଲା। ଏହି ପଦଯାତ୍ରା ରେ ପୂର୍ବତନ ଜିଲ୍ଲା ସଭାପତି ଓ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ପ୍ରଭଞ୍ଜନ ମହାପାତ୍ର, ସିଂହଦ୍ଵାର ମଣ୍ଡଳ ସଭାପତି ଶ୍ରୀ ରବିନାରାୟଣ ଦାସ, ଶରଧାବାଲି ମଣ୍ଡଳ ସଭାପତି ସଞ୍ଜୀବ ମୁଖାର୍ଜୀ, ଜିଲ୍ଲା ସମ୍ପାଦକ ଶ୍ରୀ ଉମାକାନ୍ତ ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରି ଶ୍ରୀମତୀ ଜ୍ୟୋତି ମହାପାତ୍ର, ଦେବାନନ୍ଦ ମିଶ୍ର, ୨୭ ୱାର୍ଡ କାଉନସିଲର ଶ୍ରୀ ମାନସ ଲେଙ୍କା, ସୌମ୍ୟା ମିଶ୍ର, ବ୍ରଜବନ୍ଧୁ ଦାସ, ବିଜୟ ପ୍ରଧାନ, ସଂଗ୍ରାମ କାନୁନଗୋ, ଅଜିତ ମିଶ୍ର, ପ୍ରତାପ ମହାନ୍ତି, ଅକ୍ଷୟ ମହାନ୍ତି, ସୋମନାଥ ଖୁଣ୍ଟିଆ, ଅନିଲ ସାହୁ, ରାଜଶ୍ରୀ ଡୋର, ଅନିତା ପଟ୍ଟନାୟକ, ମନୋଜ ବିଶୋଇ, ଖେତ୍ରମଣି ମହାନ୍ତି(ଲିନା), ପୁଷ୍ପା ପାତ୍ର, ଚିତ୍ତ ବିଶ୍ଵାଳ, ସଂଗ୍ରାମ ପରିଡ଼ା, କୁମାରୀ ସାହୁ, ଶିବନାରାୟଣ ଦାସ, ଶିବ ରାଓ, ପି ଚନ୍ଦ୍ର ରାଓ, ଅରୁଣ ତ୍ରିପାଠୀ, ଦୁର୍ଗାମାଧବ ପଣ୍ଡା, ମୀଠେଇ ମହାନ୍ତି, ପ୍ରମୁଖ ଉପଥିତ ଥିଲେ।
Related Stories
November 23, 2024