
ମାଲକାନଗିରି– ପ୍ରେମ କରି ମହିଳା କନଷ୍ଟେବଳଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଅଭିଯୁକ୍ତ ଡ଼ିଏସପିଙ୍କୁ ଅଟକ ରଖିଛି ମାଲକାନଗରି ଆଦର୍ଶ ଥାନା ପୋଲିସ । ଏ ସମ୍ପର୍କରେ ପୋଲିସ ପକ୍ଷରୁ ତାଙ୍କୁ ଅଧିକ ପଚରାଉଚୁରା ଜାରୀ ରହିଛି ।
ଏ ବାବଦରେ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।