

ଆଜି ସକାଳେ ସ୍ଥାନୀୟ ଲୋକେ ଶବ ପଡିଥିବା ଦେଖି ତୁରନ୍ତ ଦିଗପହଣ୍ଡି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ନିକଟରୁ ଏକ ବାଇକ୍ ମଧ୍ୟ ଜବତ କରିଛି । ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଼ମେଡିକାଲକୁ ପଠାଇବା ସହ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।