ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ କରି କରି ସୂଚନା ଦେଇଛନ୍ତି ଯେ – ନିଜ ନିଜ ଅଂଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ଜିଲ୍ଲାପାଳମାନଙ୍କୁ ଆଗରୁ କ୍ଷମତା ଦିଆଯାଇଥିଲା । ସମସ୍ତ ଅଂଶଧାରକଙ୍କ ସହ ଆଲୋଚନା କରିବା ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ନିର୍ଦ୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରା ଯାଇଥିଲା । ଏବେ ଧାର୍ମିକ ଅନୁଷ୍ଠାନ ଖୋଲିବା ପ୍ରକ୍ରିୟା ପ୍ରକ୍ରିୟାଧୀନ ରହିଛି ବୋଲି ସେ କହିଛନ୍ତି ।
Related Stories
November 23, 2024