ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ୨୦୦୧ ଆଜିର ତାରିଖରେ ସଂସଦ ଉପରେ ଭୀରୁତାପୂର୍ଣ ଆକ୍ରମଣ ଘଟଣାକୁ ଆମେ କେବେ ଭୁଲିବୁ ନାହିଁ । ସଂସଦକୁ ରକ୍ଷା କରିବାକୁ ସାହସ ଓ ବଳିଦାନ ଦେଇ ଯେଉଁ ମାନେ ନିଜର ପ୍ରାଣବଳୀ ଦେଇଛନ୍ତି ତାଙ୍କୁ ଆମେ ମନେ ପକାଉଛୁ । ଭାରତ ସେମାନଙ୍କ ପ୍ରତି ସବୁବେଳେ କୃତଜ୍ଞ ରହିବ ।
Related Stories
November 23, 2024