ରାଷ୍ଟ୍ରୀୟ ଝାରଖଣ୍ଡରେ କରୋନାର ୧୭୪ ନୂଆ ମାମଲା desk December 12, 2020 ରାଂଚି, ଝାରଖଣ୍ଡରେ କରୋନାର ୧୭୪ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୧୧,୧୭୭ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୯୯୫ ଜଣଙ୍କର ମୃତ୍ୟୁ ଘଟିଛି । ହରିଆଣାରେ ଗତ ୨୪ ଘଂଟାରେ ୧,୦୬୫ କରୋନାର ନୂଆ ମାମଲା ଚଣ୍ଡିଗଡ । ହରିଆଣାରେ ଗତ ୨୪ ଘଂଟାରେ ୧,୦୬୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୫୦,୩୯୪ ହୋଇଛି । Tags: Jharkhand /Hariyana Continue Reading Previous: ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧,୨୨୨ କରୋନାର ନୂଆ ମାମଲା, ୯ ମୃତNext: ଆସାମରେ କରୋନାର ମାମଲା ୨,୧୪,୪୩୨ ରେ ପହଂଚିଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଯାତାୟତ ପାଇଁ ଖୋଲିଲା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଓ ମୋଗଲ ରୋଡ୍ 1 min read ରାଷ୍ଟ୍ରୀୟ ଯାତାୟତ ପାଇଁ ଖୋଲିଲା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଓ ମୋଗଲ ରୋଡ୍ June 26, 2025 କାମାଖ୍ୟା ଧାମରେ ଅଂବୁବାସୀ ନିବୃତି, ନୀଳାଚଳ ପାହାଡରେ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ 1 min read ରାଷ୍ଟ୍ରୀୟ କାମାଖ୍ୟା ଧାମରେ ଅଂବୁବାସୀ ନିବୃତି, ନୀଳାଚଳ ପାହାଡରେ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ June 26, 2025 ଏୟାର ଇଣ୍ଡିଆର ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ ବକ୍ସର ଯାଂଚ ଜାରି- ମନ୍ତ୍ରାଳୟ 1 min read ରାଷ୍ଟ୍ରୀୟ ଏୟାର ଇଣ୍ଡିଆର ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ ବକ୍ସର ଯାଂଚ ଜାରି- ମନ୍ତ୍ରାଳୟ June 26, 2025