

ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୨୧,୧୧୫ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୩,୩୮୨ ଜଣଙ୍କର ମୃତ୍ୟୁ ଘଟିଛି ।
ହିମାଚଳରେ ଆଉ ୬୫୧ କରୋନାର ନୂଆ ମାମଲା
ସିମଲା । ହିମାଚଳ ପ୍ରଦେଶରେ ଗତ ୨୪ ଘଂଟା ମଧ୍ୟରେ ୬୫୧ ଟି କରୋନାର ନୂଆ ମାମଲା ସାମନାକୁ ଆସିଛି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୮,୩୫୪ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୭୮୩ ଜଣଙ୍କର ମୃତ୍ୟୁ ଘଟିଛି ।