ଓଡିଶା ମଙ୍ଗଳାହାଟ ରୋଡ଼ ଛୁରା ମାଡ଼ରେ ୨ଜଣ ଗୁରୁତର ଆହତ desk December 10, 2020 କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ବାସେଳୀ ସାହି ଥାନା ଅନ୍ତର୍ଗତ ମଙ୍ଗଳାହାଟ ରୋଡ଼ ବାଲି ସ୍କୁଲ ଛକ ନିକଟରେ ଛୁରା ମାଡ଼ରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଭାଗ୍ୟଧର ହରିଚନ୍ଦନ ଓ ଶ୍ରୀଧର ହରିଚନ୍ଦନ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । Tags: NEWS OF PURI Continue Reading Previous: ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ବିଜେପି ସଂଗଠନକୁ ମଜବୁତ କରିବାକୁ କରିବେ ବୈଠକ Next: ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ସ୍ପର୍ଶ ପରେ ଶ୍ରୀମନ୍ଦିର ରେ ଦିଆଗଲା କମଣ୍ଡଳୁ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 1 min read ଓଡିଶା Indo Kaling Times October 13, 2025 ନୂଆପଡ଼ା ଉପନିର୍ବାଚନ ପାଇଁ ଅଦ୍ୟାବଧି କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ଓଡିଶା ନୂଆପଡ଼ା ଉପନିର୍ବାଚନ ପାଇଁ ଅଦ୍ୟାବଧି କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି October 13, 2025 ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି ଓଡିଶା ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି October 13, 2025