
ନୂଆଦିଲ୍ଲୀ, ଭାରତ ସରକାର ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ଶିକ୍ଷାବିତ ଡ. କୁଲଦୀପ ଚନ୍ଦ ଅଗ୍ନିହୋତ୍ରୀଙ୍କୁ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳା କେନ୍ଦ୍ରର ନ୍ୟାସୀ ରୂପେ ନିଯୁକ୍ତ କରିଛନ୍ତି। ଭାରତ ସରକାରଙ୍କ ଦ୍ବାରା ସ୍ଥାପିତ ଏହି ଟ୍ରଷ୍ଟ ଭାରତ ସରକାରଙ୍କ ସାଂସ୍କୃତିକ ନୀତି ନିର୍ଧାରଣ କରିଥାଏ ।