ଝାରଖଣ୍ଡରେ କରୋନାର ୧୯୧ ନୂଆ ମାମଲା
ରାଂଚି, ଝାରଖଣ୍ଡରେ କରୋନାର ୧୯୧ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୧୦,୮୩୦ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୯୯୧ ଜଣଙ୍କର ମୃତ୍ୟୁ ଘଟିଛି ।
ଉତରାଖଣ୍ଡରେ କରୋନାର ୫୧୫ନୂଆ ମାମଲା
ଦେହରାଦୂନ, ଉତରାଖଣ୍ଡରେ କରୋନାର ୫୧୫ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୭୯,୬୫୬ ହୋଇଛି । ବର୍ତମାନ ସୁଦ୍ଧା ୧,୩୨୦ ଜଣଙ୍କର ମୃତ୍ୟୁ ଘଟିଛି ।