
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ଯାଜପୁର ଜିଲ୍ଲାରେ ମାସ୍କ ନ ପିନ୍ଧିବା, ସାମାଜିକ ଦୂରତ୍ୱ ନ ମାନିବା, ବାହାରେ ଛେପ ପକାଇବା ତଥା ମୋଟର ଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ୧୬୯ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି । ଏମାନଙ୍କ ନିକଟରୁ ୧୪୯୫୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ବେଳେ ୨୨ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ଜବତ କରା ଯାଇଥିବା ଯାଜପୁର ଏସପି ଟ୍ୱିଟ କରି ସୂଚନା ଦେଇଛନ୍ତି ।
ଏହି ସମୟ ମଧ୍ୟରେ ୭.୨ ଲିଟର ମଦ ଜବତ କରା ଯିବା ସହ ୨ ଜଣଙ୍କୁ ଗିରଫ କରା ଯାଇଛି ।