ଭୁବନେଶ୍ବର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଭିଡିଓ କନଫ୍ରେନ୍ସିଂ ଜରିଆରେ ହେବାକୁ ଥିବା ଏହି ଅନେକ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ସୂତ୍ରଙ୍କ ଠାରୁ ପ୍ରକାଶ ।
Related Stories
November 23, 2024