
ଜଗନ୍ନାଥ ପ୍ରସାଦ ର ଡ୍ରାଇବର ସୁଶାନ୍ତ ଗୌଡ଼ ଙ୍କ ଅଚାନକ ମୁର୍ତ୍ତୃ ହୋଇଛି ଏଇ ଅଭାବନିୟ ପରିସ୍ଥିତି ରେ ତାଙ୍କ ପରିବାରକୁ ମୋଟର ଚାଳକ ସଙ୍ଘ ତରଫରୁ 15,000ହଜାର ଟଙ୍କା ପ୍ରଦାନ କରାଯାଇଛି ତାଙ୍କର ଧର୍ମ ପତ୍ନୀ ସଂଯୁକ୍ତା ଗୌଡ଼ ଙ୍କୁ ପ୍ରଦାନ କରା ଯାଇଛି ପ୍ରଦାନ କଲା ବେଳେ ଧବଳେଶ୍ୱର ବେହେରା, ହାଡ଼ିଆ ପ୍ରଧାନ, ଜୀବନ ଜୋତିଡାକୁଆ, କିରଣ ସାଥୁଆ 10ଜଣ ଡ୍ରାଇବର ଉପସ୍ଥିତ ଥିଲେ ଗ୍ରାମବାସୀ ଡ୍ରାଇବର ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କରିପୋର୍ଟ