
ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ମହାପରି ନିର୍ବାଣ ଦିବସରେ ରେ ମୁଁ ମହାନ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କୁ ସ୍ମରଣ କରୁଛି । ତାଙ୍କର ବିଚାର ଏବଂ ଆଦର୍ଶ କୋଟି କୋଟି ଲୋକଙ୍କୁ ନିରନ୍ତର ପ୍ରେରଣା ଏବଂ ଶକ୍ତି ପ୍ରଦାନ କରେ | ସେ ଆମ ଦେଶ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାହା ପୂରଣ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି ।