ଓଡିଶା ହରିଣ ଛାଲ ସହିତ ବଜ୍ରକାପ୍ତା କାତି ଉଦ୍ଧାର : ୫ ଶିକାରୀ ଗିରଫ : ୧୦୦ ଫାଶ, ୪ ଦେଶି ବନ୍ଧୁକ ଜବତ desk December 6, 2020 ଢ଼େଙ୍କାନାଳ– କପିଳାସ ବନାଚଂଳରୁ ହରିଣ ଛାଲ ସହିତ ବଜ୍ରକାପ୍ତା କାତି ଉଦ୍ଧାର କରିଛି ବନ ବିଭାଗ । ଘଟଣାରେ ୫ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୦୦ ଟି ଫାଶ ସହିତ ୪ ଦେଶି ବନ୍ଧୁକ ଜବତ ହୋଇଛି । ଏନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି । Tags: 5 Hunters arrested Continue Reading Previous: ଆଉ ୬ ଜଣଙ୍କର କରୋନାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୧୭୭୧ ହେଲା Next: ଅନ୍ତର୍ଜାତୀୟ ଫୁଟବଲ ଖେଳାଳି କୃଷ୍ଣଚନ୍ଦ୍ର ରାଉତରାୟଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ନବୀନ କୁହନ୍ତୁ ବେଇମାନ କିଏ ? – ଅନିଲ ବିଶ୍ୱାଳ ଓଡିଶା ନବୀନ କୁହନ୍ତୁ ବେଇମାନ କିଏ ? – ଅନିଲ ବିଶ୍ୱାଳ November 4, 2025 ଭରତପୁର ଗୁଳିକାଣ୍ଡ ଘଟଣା ; ପତିଆରା ଜାହିର ପାଇଁ ନିଜ ଘରେ ବୋମାମାଡ କରିଥିଲେ ଘର ମାଲିକାଣି ଓଡିଶା ଭରତପୁର ଗୁଳିକାଣ୍ଡ ଘଟଣା ; ପତିଆରା ଜାହିର ପାଇଁ ନିଜ ଘରେ ବୋମାମାଡ କରିଥିଲେ ଘର ମାଲିକାଣି November 4, 2025 ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ 1 min read ଓଡିଶା ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ November 4, 2025