ରାଷ୍ଟ୍ରୀୟ ହରିଆଣାରେ ଗତ ୨୪ ଘଂଟାରେ ୧,୫୫୭ କରୋନାର ନୂଆ ମାମଲା desk December 6, 2020 ଚଣ୍ଡିଗଡ। ହରିଆଣାରେ ଗତ ୨୪ ଘଂଟାରେ ୧,୫୫୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୪୨,୩୯୮ ହୋଇଛି । ଆସାମରେ କରୋନାର ମାମଲା ୨,୧୩,୬୬୨ ରେ ପହଂଚିଲା ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୧୫୭ ଟି ନୂଆ ମାମଲା ସାମନାକୁ ଆସିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨,୧୩,୬୬୨ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । Tags: Hariyana/ asam Continue Reading Previous: ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧୩୫୨କରୋନାର ନୂଆ ମାମଲା, ୧୨ ମୃତNext: କରୋନାରେ ଦେଶରେ ଗତ ୨୪ ଘଂଟାରେ ୩୬,୦୧୧ ନୂଆ ମାମଲା, ୪୮୨ ଜଣଙ୍କର ମୃତ୍ୟୁ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଆଇଟିଆର୍ ଫାଇଲ୍ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧିକୁ ହରଦୀପ ସିଂହ ପୁରୀ କହିଲେ ଦେଶର ସୁଦୃଢ଼ ଅର୍ଥନୀତିର ପ୍ରତୀକ 1 min read ରାଷ୍ଟ୍ରୀୟ ଆଇଟିଆର୍ ଫାଇଲ୍ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧିକୁ ହରଦୀପ ସିଂହ ପୁରୀ କହିଲେ ଦେଶର ସୁଦୃଢ଼ ଅର୍ଥନୀତିର ପ୍ରତୀକ July 4, 2025 ଦେଶର ବିକାଶ ପାଇଁ ସୁଦୃଢ ବନ୍ଦର ଜରୁରୀ- ଶାନ୍ତନୁ କୁମାର 1 min read ରାଷ୍ଟ୍ରୀୟ ଦେଶର ବିକାଶ ପାଇଁ ସୁଦୃଢ ବନ୍ଦର ଜରୁରୀ- ଶାନ୍ତନୁ କୁମାର July 4, 2025 ଉତ୍ତରାଖଣ୍ଡରେ ଅତିବୃଷ୍ଟି ସ୍ଥିତିର ତଦାରଖ କଲେ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରରୁ ଯଥାସମ୍ଭବ ସହାୟତା ଆଶ୍ୱାସନା ରାଷ୍ଟ୍ରୀୟ ଉତ୍ତରାଖଣ୍ଡରେ ଅତିବୃଷ୍ଟି ସ୍ଥିତିର ତଦାରଖ କଲେ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରରୁ ଯଥାସମ୍ଭବ ସହାୟତା ଆଶ୍ୱାସନା July 4, 2025