ଝାରଖଣ୍ଡରେ କରୋନାର ୨୧୯ ନୂଆ ମାମଲା
ରାଂଚି-ଝାରଖଣ୍ଡରେ କରୋନାର ୨୧୯ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୦୯,୯୯୦ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୯୭୮ ଜଣଙ୍କର ମୃତ୍ୟୁ ଘଟିଛି ।