
ଭୁବେନଶ୍ୱର– ଗତ ୨୪ ଘଂଟା ମଧ୍ୟେର ରାଜ୍ୟେର ପୁଣି ୫ ଜଣ କେରାନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳେର ରାଜ୍ୟେର କେରାନା ମୃତ୍ୟୁ ସଂଖ୍ୟା ୧୭୩୯ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସୋର ମୃତକ ମାନଙ୍କ ମଧ୍ୟେର ଖୋର୍ଧା ଜିଲ୍ଲାର ୩ ଜଣ ଥିବା େବେଳ ନୂଆପଡା ଜିଲ୍ଲାର ୨ ଜଣ ଅଛନ୍ତି ।