କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,୨୬/୧୧/୨୦୨୦,ଆଜି ବିଜେପି କାର୍ଯ୍ୟାଳୟ ଠାରେ ସଂଯୋଜକ ଶ୍ରୀ ଅକ୍ଷୟ ମହାନ୍ତି ଙ୍କ ସଭାପତିତ୍ୱରେ ସିଂହଦ୍ୱାର ଓ ଶରଧାବାଲି ମଣ୍ଡଳ ତରଫରୁ ସମ୍ବିଧାନ ଦିବସ ପାଳନ କରାଯାଇଛି।ଏହି ସଭାରେ ସମ୍ବିଧାନ ପ୍ରଣେତା ଡ.ଭୀମରାଓ ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା। ଡ.ଆମ୍ବେଦକରଙ୍କ ନେତୃତ୍ୱରେ ଭାରତ ବର୍ଷ ଭଳି ଏକ ବିରାଟ ଦେଶକୁ ଶାସନ କରିବା ପାଇଁ ଏକ ସଫଳ ସମ୍ଭିଧାନ ତିଆରି କରିଥିଲେ। ଦଳିତ ସମାଜର ଉତ୍ଥାନ ବିଜେପିର ଲକ୍ଷ୍ୟ ବୋଲି ଆଲୋଚକ ମାନେ ମତବ୍ଯକ୍ତ କରିଥିଲେ।
ଏଥିରେ ଦୁଇ ମଣ୍ଡଳ ସଭାପତି, ଶ୍ରୀ ରବି ଦାଶ,ସଂଜୀବ କୁମାର ମୁଖାର୍ଜୀ, ପ୍ରଭଞ୍ଜନ ମହାପାତ୍ର, ଜ୍ୟୋତି ମହାପାତ୍ର, ଦିଗ ଦର୍ଶନ ପଟ୍ଟନାୟକ,ଉମାକାନ୍ତ ନାୟକ,ସୋମନାଥ ଖୁଣ୍ଟିଆ, ଜୟନ୍ତ ଦାସ,ସଂଗ୍ରାମ କାନୁନଗୋ,ପୁଷ୍ପା ପାତ୍ର,ଜୟନ୍ତୀ ପଟ୍ଟନାୟକ, ଲକ୍ଷ୍ମୀ ପ୍ରିୟ ସାହୁ,ଅନୀତା ପଟ୍ଟନାୟକ, କମଳିନୀ ମହାପାତ୍ର, ଏନ. ରାଜାରାମ ,କୁମାରୀ ସାହୁ,ସୈ।ମ୍ୟା ମିଶ୍ର,ସ୍ୱରୁପା ମହାନ୍ତି, ଅନୀଲ ସାହୁ ,ରଘୁନାଥ ଗୋଚ୍ଛାୟତ,ଶିବନାରାୟଣ ଦାଶ,ପ୍ରଦୀପ ନନ୍ଦ,ରାଜେଶ ସାହୁ,ସବିତା ପୃଷ୍ଟି,ପ୍ରିୟଙ୍କା ମହାପାତ୍ର,ମଧୁସ୍ମିତା ଆଚାର୍ଯ୍ୟ, ବିଶ୍ୱଜିତ ମହାନ୍ତି,ସୂଯ୍ୟ ପାଢୀ, ସନ୍ତୋଷ ରଥ,ପ୍ରଦୀପ ପରିଡା,ସୁରେନ୍ଦ୍ର ମହାପାତ୍ର,ଅଶୋକ ମହାପାତ୍ର, ହରି ହର ରଥ,ପ୍ରମୋଦ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।