
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ପୁରୀ ଆରପିଏଫ କର୍ମଚାରୀଙ୍କ ସାଧୁତା ଯୋଗୁ ରେଳ ଷ୍ଟେସନ ରେ ତନଖି ବେଳେ ରେଳ ରୁ ଉଦ୍ଧାର କରାଯାଇଥିବା ପ୍ରାୟ ୬୦ହଜାର ଟଙ୍କାର ମୂଲ୍ୟବାନ ସାମଗ୍ରୀ ଥିବା ବ୍ଯାଗ ଫେରିପାଇଛନ୍ତି ରେଳ ଯାତ୍ରୀ ।ବ୍ଯାଗ ଫେରିପାଇଥିବା ରେଳ ଯାତ୍ରୀ ଆରପିଏଫ କର୍ମଚାରୀଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ ତାଙ୍କ ସାଧୁତାର ପ୍ରଶଂସା କରିଛନ୍ତି |