ପୁରୀ- ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ ମାନବାଧିକାର କମିଶନର ତିନି ଜଣିଆ ଟିମ୍ ମୃତକଙ୍କ ସମ୍ପର୍କିୟଙ୍କୁ ପଚରା ଉଚୁରା କରୁଛନ୍ତି । ଘଟଣା ପଛର ପ୍ରକୃତ କାରଣ ଖୋଜୁଛନ୍ତି ଏନଏଚଆରସି ସଦସ୍ୟ । ଖୁବ୍ ଶୀଘ୍ର ନ୍ୟାୟ ମିଳିବ ବୋଲି ଜିଲ୍ଲା କନଭେନରଙ୍କ ସୂତ୍ରରୁ ପ୍ରକାଶ ।
ପ୍ରକାଶ ଥାଉ କି, ଗତକାଲି ଆଇଜି ଇନଚାର୍ଜ ଆସି ଘଟଣାର ଛାନଭିନ୍ କରି ଫେରିଥିଲେ ।
Related Stories
November 23, 2024