କୋରାଇ- ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଂଚାୟତର ଭକଣ୍ଡରୀ ଗ୍ରାମର ଜମ୍ବୁ ମଳିକଙ୍କ ପୁଅ ବିଚିତ୍ର(୩୨) ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ବିଚିତ୍ର ଘରେ ରଶି ଲଗାଇବା ପରେ ଏହା ପରିବାର ଲୋକେ ଦେଖି ତାକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ୯/୧୯ ରୁଜ୍ଜୁ କରି ଶବ ବ୍ୟବଚ୍ଛ୍ୟେଦ କରାଇଛି ।
Related Stories
November 23, 2024