ଭୁବନେଶ୍ୱର – ବିପ୍ଳବୀ ନେତା ପ୍ରାଣନାଥ ପଟ୍ଟନାୟକ ୪୯ତମ ପୁଣ୍ୟତିଥି ଅବସରର ଶ୍ରୀୟା ଛକରେ ଥିବା ତାଙ୍କର ପ୍ରତିମୂର୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ପ୍ରଦ୍ୟୁମ୍ନ ଶତପଥି ଓ ସଭ୍ୟସଭ୍ୟା ବୃନ୍ଦ, ଉକ୍ରଳ ସମ୍ମିଳନୀ ମଂଚେଶ୍ୱର ଶାଖାର ସଭାପତି ଦିଲ୍ଲୀପ ଦାଶଶର୍ମା, ସିପିଆଇ ନେତା ବସନ୍ତ ପାଇକରାୟ, କଳିଙ୍ଗ ଭାରତୀ ଫାଉଣ୍ଡେସନର ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ ଓ ଜ୍ୟୋତ୍ସ୍ନା ଦାସଙ୍କ ସମେତ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉତ୍ସବରେ ଉପସ୍ଥିତ ଥିଲେ ।
Related Stories
November 23, 2024