କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – କଟକ ସହର ଜଗତପୁର ର ୩୫ ବର୍ଷୀୟ ବିଜେନ୍ଦ୍ର ବାରିକ ସାଙ୍ଗ ମାନଙ୍କ ସହିତ ଆସି ପୁରୀ ଦିଗବାରେଣୀ ଖୁଣ୍ଟ ନିକଟ ସମୁଦ୍ରରେ ଗାଧୋଉଥିବା ସମୟରେ ଭାସିଯାଇ ନିଖୋଜ ହୋଇଯାଇଥିଲେ |ଆଜି ସମୁଦ୍ରକୁଳ ସ୍ଥିତ ପୁରୀ ହୋଟେଲ ସମ୍ମୁଖ ସମୁଦ୍ରକୂଳରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି |
Related Stories
November 23, 2024