ସେ ଏହି ଅବସରରେ ଟ୍ୱିଟ କରି କହିଛନ୍ତି ଯେ -“ଭଗବାନ ବିରସା ମୁଣ୍ଡା ଜୀଙ୍କୁ ଜୟନ୍ତୀରେ ଶତ ଶତ ନମନ । ସେ ଗରିବ ମାନଙ୍କର ପ୍ରକୃତ ମସିହା ଥିଲେ । ସେ ଶୋଷିତ ଏବଂ ବଞ୍ଚିତ ବ୍ୟକ୍ତିଙ୍କ କଲ୍ୟାଣ ପାଇଁ ସାରା ଜୀବନ ସଂଘର୍ଷ କରିଥିଲେ । ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅବଦାନ ଏବଂ ସାମାଜିକ ସଦଭାବନା ପାଇଁ ତାଙ୍କର ପ୍ରୟାସ ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ ।”
Related Stories
November 23, 2024