କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,କରୋନା ସମୟରେ ବାୟୁ ପ୍ରଦୂଷଣ କୁ ନଜରରେ ରଖି ରାଜ୍ୟ ସରକାର ଦୀପାବଳି ସମୟରେ ବାଣ ବିକିବା ଓ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି | ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଜାରି ରହିଥିବା ବେଳେ ବେଆଇନ ବାଣ ଗଛିତ ରଖିବା ଅଭିଯୋଗରେ ବାସେଳୀ ସାହି ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଓଡ଼ିଆ ମଠ ନିକଟସ୍ଥ ଜଣେ ବେପାରୀ ଙ୍କ ଘରୁ ଲକ୍ଷାଧିକ ଟଙ୍କା ର ବାଣ ଜବତ କରିଛନ୍ତି ।
Related Stories
November 23, 2024