ଓଡିଶା ଶ୍ରୀମନ୍ଦିର ସମ୍ମୁଖରେ ପୟା ଶ୍ରାଦ୍ଧରେ କାଉଁରିଆ କାଠି ଜାଳିବା ଉପରେ ପ୍ରଶାସନର କଟକଣା desk November 13, 2020 ପୁରୀ– କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦୀପାବଳୀରେ ଶ୍ରୀମନ୍ଦିର ସମ୍ମୁଖରେ କରାଯାଉଥିବା ପୟା ଶ୍ରାଦ୍ଧରେ କାଉଁରିଆ କାଠି ଜାଳିବା ଉପରେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି । ଏନେଇ ଅଧିକ ସୂଚନା ଦେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ଯେ, ଚଳିତ ବର୍ଷ ଦୀପାବଳୀରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିପାରିବେନି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁମାନେ କେବଳ ପୟାଶ୍ରାଦ୍ଧ କର୍ମ ସାରି ଫେରିଯିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । Tags: Restriction on kaunria kathi burn on Paya shradh Continue Reading Previous: ଗୋଟିଏ ଦିନରେ ୧୦୧୮ କରୋନା ଆକ୍ରାନ୍ତ ଚିହ୍ନଟ Next: ଯାଜପୁର ଜିଲ୍ଲାରେ ନିୟମ ଉଲ୍ଲଂଘନକୁ ନେଇ ୨୪ ଘଂଟାରେ ଆଦାୟ ହେଲା ୨୨୭ ଜଣଙ୍କ ଠାରୁ ଜୋରିମାନା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 12 December2025 Important news 1 min read ଓଡିଶା Indo Kaling Times 12 December2025 Important news December 12, 2025 ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତୀକ ସିଂହ ଙ୍କ ସହିତ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ, 1 min read ଓଡିଶା ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତୀକ ସିଂହ ଙ୍କ ସହିତ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ, December 12, 2025 ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ -ମୁଖ୍ୟମନ୍ତ୍ରୀ, 1 min read ଓଡିଶା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ -ମୁଖ୍ୟମନ୍ତ୍ରୀ, December 12, 2025