ଓଡିଶା କରୋନାରେ ୧୭ ଜଣଙ୍କର ମୃତ୍ୟୁ desk November 7, 2020 1 min read ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୧୦ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାର ୩ ଜଣ ଥିବା ବେଳେ କଟକ, ମୟୁରଭଂଜ, ସମ୍ବଲପୁର ଓ ବରଗଡ ଜିଲ୍ଲାର ୨-୨ ଜଣ ଅଛନ୍ତି । ଏହା ବାଦ, ପୁରୀ, ବାଲେଶ୍ୱର,କୋରାପୁଟ,କଳାହାଣ୍ଡି, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାର ଜଣେ ଜଣେ ଅଛନ୍ତି । Tags: Corona Continue Reading Previous: ଗୋଟିଏ ଦିନରେ ୧୩୭୨ କରୋନା ଆକ୍ରାନ୍ତ ଚିହ୍ନଟNext: କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଓ ଦଳିତ ବିରୋଧୀ – ଡ. ସ୍ମୃତିରଂଜନ ଲେଙ୍କା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 24 August 2025 Important news 1 min read ଓଡିଶା Indo Kaling Times 24 August 2025 Important news August 24, 2025 ଯୋଜନ ଦୂରରେ ଯୋଜନା : ଗାଁ ବିକାଶରେ ବାଧକ ସାଜିଛି ପାହାଡିଆ ନଦୀ ଓଡିଶା ଯୋଜନ ଦୂରରେ ଯୋଜନା : ଗାଁ ବିକାଶରେ ବାଧକ ସାଜିଛି ପାହାଡିଆ ନଦୀ August 24, 2025 ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟର ବର୍ଷା ସାହିତ୍ୟ ଆସର ଓଡିଶା ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟର ବର୍ଷା ସାହିତ୍ୟ ଆସର August 24, 2025