ରାଷ୍ଟ୍ରୀୟ ତାଞ୍ଜାନିଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ଜନ ପୋମ୍ବେ ମାଗୁଫୁଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା desk November 6, 2020 ନୂଆଦିଲ୍ଲୀ– ତାଞ୍ଜାନିଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ମହାମହିମ ଜନ ପୋମ୍ବେ ମାଗୁଫୁଲିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ତାଞ୍ଜାନିଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ମହାମହିମ ଜନ ପୋମ୍ବେ ମାଗୁଫୁଲିଙ୍କୁ ମୋର ଶୁଭେଚ୍ଛା! ତାଙ୍କ ସହିତ କାର୍ଯ୍ୟ କରି ଆମ ଦୁଇ ଦେଶ ମଧ୍ୟରେ ବହୁ କାଳରୁ ରହିଆସିଥିବା ବନ୍ଧୁତ୍ଵକୁ ଆହୁରି ମଜଭୁତ କରିବା ନେଇ ମୁଁ ଆଶାବାଦୀ” । Tags: PM Tanzania Continue Reading Previous: ଆସନ୍ତା 7 ତାରିଖ ଦିନ ଆଇଆଇଟି ଦିଲ୍ଲୀର 51ତମ ବାର୍ଷିକ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ Next: ଭାରତରେ କରୋନା ସକ୍ରିୟ ମାମଲା କମୁଛି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମଙ୍ଗଳବାର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ କରିବେ ପିଏମ ମୋଦି 1 min read ରାଷ୍ଟ୍ରୀୟ ମଙ୍ଗଳବାର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ କରିବେ ପିଏମ ମୋଦି November 24, 2025 ଡଲାର ତୁଳନାରେ ଟଙ୍କାର ହ୍ରାସକୁ ନେଇ କେନ୍ଦ୍ରକୁ ଘେରିଲା ଜୟରାମ ରମେଶ ରାଷ୍ଟ୍ରୀୟ ଡଲାର ତୁଳନାରେ ଟଙ୍କାର ହ୍ରାସକୁ ନେଇ କେନ୍ଦ୍ରକୁ ଘେରିଲା ଜୟରାମ ରମେଶ November 24, 2025 ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍ 1 min read ରାଷ୍ଟ୍ରୀୟ ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍ November 24, 2025