-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୮,୫୩୧, ବାଲେଶ୍ୱର ଜିଲ୍ଲାରେ ୧୦,୬୪୭, ବରଗଡ ଜିଲ୍ଲାରେ ୯,୦୩୪, ଭଦ୍ରକ ଜିଲ୍ଲାରେ ୬,୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୭,୧୬୯. ବୌଦ୍ଧ ଜିଲ୍ଲାରେ ୨,୬୩୦, କଟକ ଜିଲ୍ଲାରେ ୨୬,୫୨୪, ଦେବଗଡ ଜିଲ୍ଲାରେ ୧,୦୯୬, ଢେଙ୍କାନାଳ ଜିଲ୍ଲାରେ ୫,୨୬୮. ଗଜପତି ଜିଲ୍ଲାରେ ୩,୮୮୦, ଗଂଜାମ ଜିଲ୍ଲାରେ ୨୧,୩୪୨, ଜଗତସିଂହପୁର ଜିଲ୍ଲାରେ ୭,୯୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୧,୦୬୮, ଝାରସୁଗୁଡା ଜିଲ୍ଲାରେ ୬,୫୭୬ , କଳାହାଣ୍ଡି ଜିଲ୍ଲାରେ ୫,୪୦୨, କନ୍ଧମାଳ ୫,୭୩୭, କେନ୍ଦ୍ରାପଡା ଜିଲ୍ଲାରେ ୭,୯୧୮ , କେନ୍ଦୁଝର ଜିଲ୍ଲାରେ ୬,୬୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୭,୫୨୦, ମାଲକାନଗିରି ଜିଲ୍ଲାରେ ୫,୦୦୧, ମୟୁରଭଂଜ ଜିଲ୍ଲାରେ ୧୧,୮୨୯. ନବରଙ୍ଗପୁର ଜିଲ୍ଲାରେ ୫,୪୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୬,୧୪୫ , ନୂଆପଡା ଜିଲ୍ଲାରେ ୬,୦୦୪, ପୁରୀ ଜିଲ୍ଲାରେ ୧୨,୮୫୭ ରାୟଗଡା ଜିଲ୍ଲାରେ ୮,୧୫୧. ସମ୍ବଲପୁର ଜିଲ୍ଲାରେ ୮,୧୮୨. ସୁବର୍ଣପୁର ଜିଲ୍ଲାରେ ୪,୫୧୮ ଓ ସୁନ୍ଦରଗଡ ଜିଲ୍ଲାରେ ୧୧,୫୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭,୬୫୪ ହୋଇଛି ।