-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୮,୪୪୮, ବାଲେଶ୍ୱର ଜିଲ୍ଲାରେ ୧୦,୫୪୫, ବରଗଡ ଜିଲ୍ଲାରେ ୮,୯୮୦, ଭଦ୍ରକ ଜିଲ୍ଲାରେ ୬,୮୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୭,୦୯୦. ବୌଦ୍ଧ ଜିଲ୍ଲାରେ ୨,୬୧୪, କଟକ ଜିଲ୍ଲାରେ ୨୬,୪୧୨, ଦେବଗଡ ଜିଲ୍ଲାରେ ୧,୦୯୧, ଢେଙ୍କାନାଳ ଜିଲ୍ଲାରେ ୫,୨୪୦. ଗଜପତି ଜିଲ୍ଲାରେ ୩,୮୭୪, ଗଂଜାମ ଜିଲ୍ଲାରେ ୨୧,୩୧୬, ଜଗତସିଂହପୁର ଜିଲ୍ଲାରେ ୭,୮୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୧,୦୩୧, ଝାରସୁଗୁଡା ଜିଲ୍ଲାରେ ୬,୫୩୮, କଳାହାଣ୍ଡି ଜିଲ୍ଲାରେ ୫,୩୬୭, କନ୍ଧମାଳ ୫,୭୨୫, କେନ୍ଦ୍ରାପଡା ଜିଲ୍ଲାରେ ୭,୮୬୨ , କେନ୍ଦୁଝର ଜିଲ୍ଲାରେ ୬,୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୭,୪୯୯, ମାଲକାନଗିରି ଜିଲ୍ଲାରେ ୪,୯୮୩, ମୟୁରଭଂଜ ଜିଲ୍ଲାରେ ୧୧,୭୩୬. ନବରଙ୍ଗପୁର ଜିଲ୍ଲାରେ ୫,୪୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୬,୧୧୧, ନୂଆପଡା ଜିଲ୍ଲାରେ ୫,୯୪୯, ପୁରୀ ଜିଲ୍ଲାରେ ୧୨,୭୯୪ ରାୟଗଡା ଜିଲ୍ଲାରେ ୮,୧୪୦ . ସମ୍ବଲପୁର ଜିଲ୍ଲାରେ ୮,୧୪୩. ସୁବର୍ଣପୁର ଜିଲ୍ଲାରେ ୪,୫୦୬ ଓ ସୁନ୍ଦରଗଡ ଜିଲ୍ଲାରେ ୧୧,୪୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭,୬୨୪ ହୋଇଛି ।