ଦିସପୁର, ଆସାମରେ କରୋନାର ୩୭୯ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨,୦୭,୩୬୧ହୋଇଛି ।
ମିଜୋରାମରେ ଗତ କରୋନାର ୧୦୧ଟି ନୂଆ ମାମଲା
ଆଇଜଲମି-ଜୋରାମ ରେ ଗତ ୨୪ ଘଂଟା ମଧ୍ୟରେ କରୋନାର ୧୦୧ଟି ନୂଆ ମାମଲା ସାମନାକୁ ଆସିଛି । ଏହା ସହିତ ରାଜ୍ୟରେ କରୋନା ମାମଲା ସଂଖ୍ୟା ବଢି ୨,୩୭୬ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।