-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୮,୨୮୪, ବାଲେଶ୍ୱର ଜିଲ୍ଲାରେ ୧୦,୪୩୧, ବରଗଡ ଜିଲ୍ଲାରେ ୮,୮୫୭, ଭଦ୍ରକ ଜିଲ୍ଲାରେ ୬,୮୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୬,୯୨୪. ବୌଦ୍ଧ ଜିଲ୍ଲାରେ ୨,୬୦୫, କଟକ ଜିଲ୍ଲାରେ ୨୬,୧୮୩, ଦେବଗଡ ଜିଲ୍ଲାରେ ୧,୦୭୬, ଢେଙ୍କାନାଳ ଜିଲ୍ଲାରେ ୫,୧୮୯. ଗଜପତି ଜିଲ୍ଲାରେ ୩,୮୬୬, ଗଂଜାମ ଜିଲ୍ଲାରେ ୨୧,୨୬୦, ଜଗତସିଂହପୁର ଜିଲ୍ଲାରେ ୭,୭୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦,୯୬୯ , ଝାରସୁଗୁଡା ଜିଲ୍ଲାରେ ୬,୪୭୦, କଳାହାଣ୍ଡି ଜିଲ୍ଲାରେ ୫,୨୮୧, କନ୍ଧମାଳ ୫,୬୯୫, କେନ୍ଦ୍ରାପଡା ଜିଲ୍ଲାରେ ୭,୭୬୪, କେନ୍ଦୁଝର ଜିଲ୍ଲାରେ ୬,୪୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୭,୪୪୮, ମାଲକାନଗିରି ଜିଲ୍ଲାରେ ୪,୯୩୧, ମୟୁରଭଂଜ ଜିଲ୍ଲାରେ ୧୧,୫୮୧. ନବରଙ୍ଗପୁର ଜିଲ୍ଲାରେ ୫,୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୬,୦୫୯, ନୂଆପଡା ଜିଲ୍ଲାରେ ୫,୮୧୫ , ପୁରୀ ଜିଲ୍ଲାରେ ୧୨,୬୮୬ ରାୟଗଡା ଜିଲ୍ଲାରେ ୮,୧୨୩. ସମ୍ବଲପୁର ଜିଲ୍ଲାରେ ୮,୦୭୬ . ସୁବର୍ଣପୁର ଜିଲ୍ଲାରେ ୪,୪୯୬ ଓ ସୁନ୍ଦରଗଡ ଜିଲ୍ଲାରେ ୧୧,୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭,୫୬୩ ହୋଇଛି ।