
କଟକ– କଟକରେ ବାଣ ବିକ୍ରୀ ନେଇ ବ୍ୟବସାୟୀଙ୍କ ଆବେଦନ ପ୍ରସଙ୍ଗ । ବାଣ ବିକ୍ରୀ ନେଇ ଅଦ୍ୟାବଧି କୌଣସି ନିଷ୍ପତି ହୋଇନଥିବା ଡ଼ିସିପି ପ୍ରତୀକ ସିଂହ ଆଜି ସ୍ପଷ୍ଟ କରିଛନ୍ତି । କିନ୍ତୁ ଗତକାଲି ବାଣ ବିକ୍ରୀ ନେଇ ଘୋଷଣା ହୋଇଥିଲା ବୋଲି ବ୍ୟବସାୟୀ ମାନେ କହିଛନ୍ତି ।
ଅନ୍ୟପକ୍ଷରେ ଡ଼ିସିପିଙ୍କ ଏହି ସୂଚନା ବ୍ୟବସାୟୀଙ୍କୁ ନିରାଶ କରିଛି ।