ଓଡିଶା ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ desk November 2, 2020 ଭୁବନେଶ୍ୱର–ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ କରୋନା ଆକ୍ରାନ୍ତ ହୋଇଥିବା ନେଇ ଚିନ୍ତା ବ୍ୟକ୍ତ କରିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ଯେ – ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କରୋନା ପଜିଟିଭ ହେବା ଖବର ଜାଣି ମୁଁ ଚିନ୍ତିତ । ତାଙ୍କର ଶୀଘ୍ର ଆରୋଗ୍ୟ ତଥା ଉତମ ସ୍ୱାସ୍ଥ୍ୟ ପାଇଁ କାମନା କରୁଛି । Tags: CM Continue Reading Previous: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନାରେ ଆକ୍ରାନ୍ତ Next: ଗୋଟିଏ ଦିନରେ ୧୩୮୯ କରୋନା ଆକ୍ରାନ୍ତ ଚିହ୍ନଟ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ବାସୁଦେବପୁର ଛକ ନିକଟରେ ହାଇୱା ଧକ୍କାରେ ବାଇକ୍ ଆରୋହୀ ମୣତ 1 min read ଓଡିଶା ବାସୁଦେବପୁର ଛକ ନିକଟରେ ହାଇୱା ଧକ୍କାରେ ବାଇକ୍ ଆରୋହୀ ମୣତ November 7, 2025 ବିଜେଡି ପକ୍ଷରୁ ସାଧରଣ ସଭା ଓଡିଶା ବିଜେଡି ପକ୍ଷରୁ ସାଧରଣ ସଭା November 7, 2025 କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ରେ ବଲାଙ୍ଗିର ପୌର ପରିଷଦ ର ଆଉ ଏକ ପାଦ ଓଡିଶା କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ରେ ବଲାଙ୍ଗିର ପୌର ପରିଷଦ ର ଆଉ ଏକ ପାଦ November 7, 2025