-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୮,୦୧୧, ବାଲେଶ୍ୱର ଜିଲ୍ଲାରେ ୧୦,୨୦୭, ବରଗଡ ଜିଲ୍ଲାରେ ୮,୫୬୮, ଭଦ୍ରକ ଜିଲ୍ଲାରେ ୬,୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୬,୬୮୬. ବୌଦ୍ଧ ଜିଲ୍ଲାରେ ୨,୫୫୫, କଟକ ଜିଲ୍ଲାରେ ୨୫,୭୭୨, ଦେବଗଡ ଜିଲ୍ଲାରେ ୧,୦୪୮, ଢେଙ୍କାନାଳ ଜିଲ୍ଲାରେ ୫,୦୭୪. ଗଜପତି ଜିଲ୍ଲାରେ ୩,୮୪୮, ଗଂଜାମ ଜିଲ୍ଲାରେ ୨୧,୧୪୭ , ଜଗତସିଂହପୁର ଜିଲ୍ଲାରେ ୭,୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦,୮୧୨ , ଝାରସୁଗୁଡା ଜିଲ୍ଲାରେ ୬,୩୩୩, କଳାହାଣ୍ଡି ଜିଲ୍ଲାରେ ୫,୧୨୫, କନ୍ଧମାଳ ୫,୬୩୭, କେନ୍ଦ୍ରାପଡା ଜିଲ୍ଲାରେ ୭,୫୧୬, କେନ୍ଦୁଝର ଜିଲ୍ଲାରେ ୬,୨୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୭,୩୪୫ , ମାଲକାନଗିରି ଜିଲ୍ଲାରେ ୪,୮୧୨, ମୟୁରଭଂଜ ଜିଲ୍ଲାରେ ୧୧,୨୮୨. ନବରଙ୍ଗପୁର ଜିଲ୍ଲାରେ ୫,୨୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।’
ନୟାଗଡ ଜିଲ୍ଲାରେ ୫,୯୬୩, ନୂଆପଡା ଜିଲ୍ଲାରେ ୫,୫୫୨ , ପୁରୀ ଜିଲ୍ଲାରେ ୧୨,୪୬୩, ରାୟଗଡା ଜିଲ୍ଲାରେ ୮,୦୬୯. ସମ୍ବଲପୁର ଜିଲ୍ଲାରେ ୭,୯୪୩ . ସୁବର୍ଣପୁର ଜିଲ୍ଲାରେ ୪,୪୦୩ ଓ ସୁନ୍ଦରଗଡ ଜିଲ୍ଲାରେ ୧୦,୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭,୪୪୩ ହୋଇଛି ।