ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୩୫,୬୫୬ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୧,୩୨୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।
ମିଜୋରାମରେ ଆଉ ୪୯ କରୋନାର ନୂଆ ମାମଲା, ରାଜ୍ୟରେ ପ୍ରଥମ ମୃତ୍ୟୁ
ଆଇଜଲ । ମିଜୋରାମରେ ଗତ ୨୪ ଘଂଟାରେ ୪୯ ଟି ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟରେ ପ୍ରଥମ ମୃତ୍ୟୁ ରେକର୍ଡ ହୋଇଛି । ମିଜୋରାମ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୬୫୬ ହୋଇ ଯାଇଛି ।