-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୭,୮୪୧, ବାଲେଶ୍ୱର ଜିଲ୍ଲାରେ ୧୦,୦୫୨, ବରଗଡ ଜିଲ୍ଲାରେ ୮,୪୯୮ , ଭଦ୍ରକ ଜିଲ୍ଲାରେ ୬,୬୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୬,୫୩୯. ବୌଦ୍ଧ ଜିଲ୍ଲାରେ ୨୫୨୪, କଟକ ଜିଲ୍ଲାରେ ୨୫,୫୪୬, ଦେବଗଡ ଜିଲ୍ଲାରେ ୧୦୨୦, ଢେଙ୍କାନାଳ ଜିଲ୍ଲାରେ ୪୯୮୯. ଗଜପତି ଜିଲ୍ଲାରେ ୩୮୩୨, ଗଂଜାମ ଜିଲ୍ଲାରେ ୨୧୧୦୩ , ଜଗତସିଂହପୁର ଜିଲ୍ଲାରେ ୭୩୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦୭୦୨, ଝାରସୁଗୁଡା ଜିଲ୍ଲାରେ ୬୨୫୭, କଳାହାଣ୍ଡି ଜିଲ୍ଲାରେ ୫୦୦୪, କନ୍ଧମାଳ ୫୫୯୯, କେନ୍ଦ୍ରାପଡା ଜିଲ୍ଲାରେ ୭୪୦୧, କେନ୍ଦୁଝର ଜିଲ୍ଲାରେ ୬୧୪୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୭୨୭୬ , ମାଲକାନଗିରି ଜିଲ୍ଲାରେ ୪୭୭୮, ମୟୁରଭଂଜ ଜିଲ୍ଲାରେ ୧୧୧୦୯. ନବରଙ୍ଗପୁର ଜିଲ୍ଲାରେ ୫୧୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।’
ନୟାଗଡ ଜିଲ୍ଲାରେ ୫୮୮୯, ନୂଆପଡା ଜିଲ୍ଲାରେ ୫୪୩୪ , ପୁରୀ ଜିଲ୍ଲାରେ ୧୨,୩୨୮, ରାୟଗଡା ଜିଲ୍ଲାରେ ୮୦୪୫. ସମ୍ବଲପୁର ଜିଲ୍ଲାରେ ୭୮୮୯ . ସୁବର୍ଣପୁର ଜିଲ୍ଲାରେ ୪୩୭୩ ଓ ସୁନ୍ଦରଗଡ ଜିଲ୍ଲାରେ ୧୦୭୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୩୭୪ ହୋଇଛି ।