ଭୁବନେଶ୍ୱର– ବ୍ରହ୍ମପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିବା କାରଣରୁ ୧୪୨ ଜଣଙ୍କୁ ଜୋରିମାନା କରା ଯାଇଛି । ବ୍ରହ୍ମପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ଏହା ବାଦ ଏହି ସମୟ ମଧ୍ୟରେ ବିଭିନ୍ନ କାରଣରୁ ୬ଟି ମାମଲା ରୁଜୁ ହୋଇଥିବା ବେଳେ ୨୭ ଜଣଙ୍କୁ ଗିରଫ କରା ଯାଇଥିବା ସେ ସୂଚନା ଦେଇଛନ୍ତି ।