ଓଡିଶା ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ଉ : ୧୪ ଗିରଫ : ୪୫ ହଜାର ୨୦୦ ଟଙ୍କା ଜବତ desk October 24, 2020 ଗଞ୍ଜାମ– ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅଂଚଳରେ ଚାଲିଥିବା ବିଭିନ୍ନ ଜୁଆ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି । ଘଟଣାସ୍ଥଳରୁ ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୪୫ ହଜାର ୨୦୦ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । Tags: Raid on Gambolling adda : 14 arrest Continue Reading Previous: ଗଞ୍ଜାମ ଜିଲ୍ଲାରେ ନୂଆ ୪୫ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୦୪ କୁ ବୃଦ୍ଧି Next: ପୂର୍ବ ଶତୃତାକୁ ନେଇ ଯୁବକଙ୍କୁ ହତ୍ୟା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 14 December2025 Important news 1 min read ଓଡିଶା Indo Kaling Times 14 December2025 Important news December 14, 2025 ପୁରୀ ବିଚ୍ ମାରାଥନ୍ ୫ମ ସଂସ୍କରଣ ଆୟୋଜିତ, 1 min read ଓଡିଶା ପୁରୀ ବିଚ୍ ମାରାଥନ୍ ୫ମ ସଂସ୍କରଣ ଆୟୋଜିତ, December 14, 2025 ମେଘନାଦ ପ୍ରାଚୀରର ସ୍ଥାୟୀ ସଂରକ୍ଷଣ ପାଇଁ ASI କର୍ତ୍ତୃପକ୍ଷଙ୍କୁ ଚିଠି, 1 min read ଓଡିଶା ମେଘନାଦ ପ୍ରାଚୀରର ସ୍ଥାୟୀ ସଂରକ୍ଷଣ ପାଇଁ ASI କର୍ତ୍ତୃପକ୍ଷଙ୍କୁ ଚିଠି, December 14, 2025