-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୨୦୮ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୭,୨୦୦ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୭୩୪୮, ବାଲେଶ୍ୱର ଜିଲ୍ଲାରେ ୯୬୯୯, ବରଗଡ ଜିଲ୍ଲାରେ ୮୨୬୭ , ଭଦ୍ରକ ଜିଲ୍ଲାରେ ୬୫୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୬୨୧୫. ବୌଦ୍ଧ ଜିଲ୍ଲାରେ ୨୪୨୬, କଟକ ଜିଲ୍ଲାରେ ୨୫,୦୦୧, ଦେବଗଡ ଜିଲ୍ଲାରେ ୯୬୭, ଢେଙ୍କାନାଳ ଜିଲ୍ଲାରେ ୪୮୩୮. ଗଜପତି ଜିଲ୍ଲାରେ ୩୮୦୧, ଗଂଜାମ ଜିଲ୍ଲାରେ ୨୦୯୫୯ , ଜଗତସିଂହପୁର ଜିଲ୍ଲାରେ ୬୯୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦୪୯୨, ଝାରସୁଗୁଡା ଜିଲ୍ଲାରେ ୬୦୩୧, କଳାହାଣ୍ଡି ଜିଲ୍ଲାରେ ୪୮୨୧, କନ୍ଧମାଳ ୫୫୦୯, କେନ୍ଦ୍ରାପଡା ଜିଲ୍ଲାରେ ୭୦୯୨, କେନ୍ଦୁଝର ଜିଲ୍ଲାରେ ୫୮୫୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୭୧୦୫ , ମାଲକାନଗିରି ଜିଲ୍ଲାରେ ୪୬୧୨, ମୟୁରଭଂଜ ଜିଲ୍ଲାରେ ୧୦୭୪୭. ନବରଙ୍ଗପୁର ଜିଲ୍ଲାରେ ୪୯୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୭୫୯, ନୂଆପଡା ଜିଲ୍ଲାରେ ୫୧୨୦ , ପୁରୀ ଜିଲ୍ଲାରେ ୧୨,୧୦୧, ରାୟଗଡା ଜିଲ୍ଲାରେ ୭୯୯୫. ସମ୍ବଲପୁର ଜିଲ୍ଲାରେ ୭୭୩୦ . ସୁବର୍ଣପୁର ଜିଲ୍ଲାରେ ୪୨୨୬ ଓ ସୁନ୍ଦରଗଡ ଜିଲ୍ଲାରେ ୧୦୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୨୧୫ ହୋଇଛି ।