କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଓଡ଼ିଶା ବ୍ରାହ୍ମଣ ସମାଜ ତରଫରୁ ଶ୍ରୀମନ୍ଦିର ଦକ୍ଷିଣଦ୍ବାର ସ୍ଥିତ ଦକ୍ଷିଣପାର୍ଶ୍ୱ ମଠରେ ଆଜି ଓଡ଼ିଶା ବ୍ରାହ୍ମଣ ସମାଜ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟ ପ୍ରଶାସକ (କାର୍ଯ୍ୟାଳୟ)ଅଜିତ ଶତପଥୀ ଙ୍କ ନେତୃତ୍ଵରେ ଏହି ବୈଠକରେ ରାଜ୍ୟ ଅଧ୍ୟକ୍ଷ ଆଚାର୍ଯ୍ୟ ରତିକାନ୍ତ ଦାଶ ସାଧାରଣ ସଂପାଦକ ଗଙ୍ଗାନାରାୟଣ ମହାପାତ୍ର ରାଜ୍ୟ ସମ୍ପାଦକ ଦୀପକ ଶତପଥୀ ମୁଖ୍ଯ କୋଷାଧ୍ୟକ୍ଷ ଆଚାର୍ଯ୍ୟ ପ୍ରଭାକର ଦାଶ କାର୍ଯ୍ଯାଳୟ ସଚିବ ରାଜକିଶୋର ପତି ପୁରୀ ଜିଲ୍ଲା ସଭାପତି ହରିହର ରଥ ଉପାଧ୍ୟକ୍ଷ କମଳାକାନ୍ତ ଆଚାର୍ଯ୍ୟ ନିରିକ୍ଷକ ଭଗବାନ ମିଶ୍ର ଗୋସେବା ସଚିବ ସନ୍ତୋଷ ପଣ୍ତା ପ୍ରମୁଖ ବରିଷ୍ଠ ପ୍ରଶାସକଗଣ ତଥା ଚନ୍ଦନ ପାଣିଗ୍ରାହୀ ,ଲାଲୁ ସୁଆର, ଶିଶିର ଶତପଥୀ ପ୍ରମୁଖ ସଦସ୍ଯ ଯୋଗଦାନ କରିଥିଲେ ।
ଏହି ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦିଷ୍ଟ ୫ ଗୋଟି ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଗଲା ।