-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୨୭୩ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୬,୭୩୮ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୭୧୩୫, ବାଲେଶ୍ୱର ଜିଲ୍ଲାରେ ୯୫୮୬, ବରଗଡ ଜିଲ୍ଲାରେ ୮୧୪୩ , ଭଦ୍ରକ ଜିଲ୍ଲାରେ ୬୪୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୬୦୭୬. ବୌଦ୍ଧ ଜିଲ୍ଲାରେ ୨୪୧୦, କଟକ ଜିଲ୍ଲାରେ ୨୪,୯୬୧, ଦେବଗଡ ଜିଲ୍ଲାରେ ୯୫୪, ଢେଙ୍କାନାଳ ଜିଲ୍ଲାରେ ୪୭୬୮. ଗଜପତି ଜିଲ୍ଲାରେ ୩୭୮୬, ଗଂଜାମ ଜିଲ୍ଲାରେ ୨୦୯୧୫ , ଜଗତସିଂହପୁର ଜିଲ୍ଲାରେ ୬୭୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦୩୪୪, ଝାରସୁଗୁଡା ଜିଲ୍ଲାରେ ୫୯୩୦, କଳାହାଣ୍ଡି ଜିଲ୍ଲାରେ ୪୬୯୪, କନ୍ଧମାଳ ୫୪୪୧, କେନ୍ଦ୍ରାପଡା ଜିଲ୍ଲାରେ ୬୯୮୦, କେନ୍ଦୁଝର ଜିଲ୍ଲାରେ ୫୭୧୮କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୭୦୧୭ , ମାଲକାନଗିରି ଜିଲ୍ଲାରେ ୪୫୬୨, ମୟୁରଭଂଜ ଜିଲ୍ଲାରେ ୧୦୫୫୧. ନବରଙ୍ଗପୁର ଜିଲ୍ଲାରେ ୪୮୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୬୯୨, ନୂଆପଡା ଜିଲ୍ଲାରେ ୪୯୭୩ , ପୁରୀ ଜିଲ୍ଲାରେ ୧୧,୯୬୪, ରାୟଗଡା ଜିଲ୍ଲାରେ ୭୯୬୭. ସମ୍ବଲପୁର ଜିଲ୍ଲାରେ ୭୬୪୦ . ସୁବର୍ଣପୁର ଜିଲ୍ଲାରେ ୪୨୩୮ ଓ ସୁନ୍ଦରଗଡ ଜିଲ୍ଲାରେ ୧୦୦୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୧୨୩ ହୋଇଛି ।