
-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୨୨୧ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୬,୪୬୫ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୭୦୧୫, ବାଲେଶ୍ୱର ଜିଲ୍ଲାରେ ୯୫୧୩, ବରଗଡ ଜିଲ୍ଲାରେ ୮୦୭୭, ଭଦ୍ରକ ଜିଲ୍ଲାରେ ୬୩୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୬୦୧୨. ବୌଦ୍ଧ ଜିଲ୍ଲାରେ ୨୪୦୩, କଟକ ଜିଲ୍ଲାରେ ୨୪,୫୩୮, ଦେବଗଡ ଜିଲ୍ଲାରେ ୯୪୫, ଢେଙ୍କାନାଳ ଜିଲ୍ଲାରେ ୪୭୩୩. ଗଜପତି ଜିଲ୍ଲାରେ ୩୭୭୭, ଗଂଜାମ ଜିଲ୍ଲାରେ ୨୦୮୮୮ , ଜଗତସିଂହପୁର ଜିଲ୍ଲାରେ ୬୭୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦୨୭୭, ଝାରସୁଗୁଡା ଜିଲ୍ଲାରେ ୫୮୭୪, କଳାହାଣ୍ଡି ଜିଲ୍ଲାରେ ୪୬୪୯, କନ୍ଧମାଳ ୫୩୯୫, କେନ୍ଦ୍ରାପଡା ଜିଲ୍ଲାରେ ୬୯୧୯, କେନ୍ଦୁଝର ଜିଲ୍ଲାରେ ୫୬୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୯୮୮ , ମାଲକାନଗିରି ଜିଲ୍ଲାରେ ୪୫୨୪, ମୟୁରଭଂଜ ଜିଲ୍ଲାରେ ୧୦୪୫୨. ନବରଙ୍ଗପୁର ଜିଲ୍ଲାରେ ୪୮୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୬୬୯, ନୂଆପଡା ଜିଲ୍ଲାରେ ୪୯୩୦ , ପୁରୀ ଜିଲ୍ଲାରେ ୧୧,୮୯୨, ରାୟଗଡା ଜିଲ୍ଲାରେ ୭୯୪୨. ସମ୍ବଲପୁର ଜିଲ୍ଲାରେ ୭୬୦୩ . ସୁବର୍ଣପୁର ଜିଲ୍ଲାରେ ୪୨୦୮ ଓ ସୁନ୍ଦରଗଡ ଜିଲ୍ଲାରେ ୯୯୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୦୨୯ ହୋଇଛି ।