ଭୁବେନଶ୍ୱର– ଗତ ୨୪ ଘଂଟା ମଧ୍ୟେର ରାଜ୍ୟେର ପୁଣି ୧୭ ଜଣ କେରାନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳେର ରାଜ୍ୟେର କେରାନା ମୃତ୍ୟୁ ସଂଖ୍ୟା ୧୧୫୨ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସୋର ମୃତକ ମାନଙ୍କ ମଧ୍ୟେର ଖୋର୍ଧା ଓ କଟକ ଜିଲ୍ଲାର ୩-୩ ଜଣ, ବଲାଙ୍ଗୀର, ସୁବଣର୍ପୁର, ଝାରସୁଗୁଡା ଜିଲ୍ଲାର ୨-୨ ଜଣ, ବୌଦ୍ଧ, ବରଗଡ,ମୟୁରଭଂଜ, ନୂଆପଡା, ଜଗତସିଂହପୁର ଜିଲ୍ଲାର ଜେଣେ ଲେଖାଏ ଅଛନ୍ତି ।